୪୮ ଘଂଟା ମଧ୍ୟରେ ରାଜ୍ୟର ଅନେକ ଅଂଚଳରେ ବର୍ଷା

Weather

ଭୁବନେଶ୍ୱର : ଆଭ୍ୟନ୍ତରୀଣ ଓଡିଶାରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଂଟା ମଧ୍ୟରେ ରାଜ୍ୟର ଅନେକ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

loading...

ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗର ସୂଚନାନୁସାରେ, ଆଭ୍ୟନ୍ତରୀଣ ଓଡିଶାରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ରାଜ୍ୟର କିଛି ଜିଲ୍ଲାରେ ୪୮ ଘଂଟା ମଧ୍ୟରେ ବର୍ଷା ହେବ । ସ୍ଥାନେସ୍ଥାନେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ବର୍ଷାର ପରିମାଣ କମ ରହିବ । ଅଧିକ ସମୟ ଧରି ମଧ୍ୟ ବର୍ଷା ହେବ ନାହିଁ ।

Please follow and like us:
error
loading...