hirakud dam

ହୀରାକୁଦ ଜଳଭଣ୍ତାରର ପୁଣି ଖୋଲିଲା ୨ ଟି ଗେଟ

STATE

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦ ଜଳଭଣ୍ତାରର ୨ ଟି ଗେଟ । ଜଳଭଣ୍ତାରର ଜଳସ୍ତର ୬୩୦. ୦୦ ଘନ ଫୁଟ ରହିଛି । ପୁର୍ଵରୁ ୩ ଟି ଗେଟ୍ ଖୋଲାଯାଇଥିବା ବେଳେ ଗତ କାଲି ସନ୍ଧ୍ୟାରେ ୨ ଟି ଗେଟ ଖୋଲାଯାଇଛି ।

loading...

ତେଵେ ଜଳଭଣ୍ତାରକୁ ସେକେଣ୍ତ ପ୍ରତି ୧ ଲକ୍ଷ ୦୩ ହଜାର ୮୫୮ କ୍ୟୁସେକ ଜଳ ପ୍ରବେଶ କରୁଛି । ମୋଟ ୫ ଟି ଗେଟ ଦେଇ ୧ ଲକ୍ଷ ୦୩ ହଜାର ୮୫୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳଭଣ୍ତାର ଜଳସ୍ତର ହ୍ରାସ ନ ପାଏ ତାହେଲେ ଆଗକୁ ପୁଣି ଗେଟ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Please follow and like us:
error
loading...