ନବାଜୁଦ୍ଦୀନ ସିଦ୍ଦିକୀଙ୍କ ଫିଲ୍ମ ମୋତିଚୁର ଚକମାଚୁର ର ଟ୍ରେଲର ରିଲିଜ୍

ମୁମ୍ବଇ : ବଲିଉଡ ଅଭିନେତା ନବାଜୁଦ୍ଦୀନ ସିଦ୍ଦିକୀଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ମୋତିଚୁର ଚକମାଚୁରର ଟ୍ରେଲର ରିଲିଜ୍ ହୋଇଛି। ନୱାଜଙ୍କ ଏହି ଫିଲ୍ମ ଏକ ପାରିବାରିକ କାହାଣୀ ଉପରେ ଆଧାରିତ। ଏଥିରେ ଆଥିୟା ଶେଠୀ ମୁଖ୍ୟ ଭୂମିକାରେ ଅଛନ୍ତି। ପ୍ରଥମ ଥର ନୱାଜୁଦ୍ଦୀନ ଏବଂ ଆଥିୟାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ଏହାର ଶୁଟିଙ୍ଗ୍ ମଧ୍ୟପ୍ରଦେଶର ବହୁ ସ୍ଥାନରେ କରାଯାଇଛି। ରିଲିଜ୍ ହେଉ ହେଉ ସୋସିଆଲ ମିଡିଆରେ ଫିଲ୍ମକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି। କମେଡିରେ ଭରପୂର […]

Continue Reading

୭୭ ବର୍ଷ ବୟସରେ ପାଦ ଥାପିଲେ ବିଗ୍ ବି ଅମିତାଭ ବଚ୍ଚନ

ମୁମ୍ବଇ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଶୁକ୍ରବାର ୭୭ ବର୍ଷ ବୟସରେ ପାଦ ଦେଇଛନ୍ତି । ଅମିତାଭ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ପ୍ରୟାଗରାଜରେ ଜନ୍ମ ଗ୍ରହଣ କରିଥିଲେ। ଦୁଇ ଦଶନ୍ଧି ଧରି ମନୋରଞ୍ଜନର ଖୋରାକ ଯୋଗାଇ ଆସୁଥିବା ବଲିଉଡର ଏହି ମହାନାୟକ ୧୯୬୯ରେ ‘ସାତ୍ ହିନ୍ଦୁସ୍ଥାନୀ’ ଚଳଚିତ୍ର ମାଧ୍ୟମରେ ନିଜର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ। ସେ ବଲିଉଡକୁ ଅନେକଗୁଡିଏ ବ୍ଲକବଷ୍ଟର ଚଳଚ୍ଚିତ୍ର ଉପହାର ଦେଇଛନ୍ତି। ତାଙ୍କ ଅଭିନିତ ବ୍ଲକବଷ୍ଟର ଚଳଚ୍ଚିତ୍ର […]

Continue Reading

ସୈଫ ଅଲ୍ଲୀ ଖାନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ “ଲାଲ କପ୍ତାନ”ର ଟ୍ରେଲର ରିଲିଜ୍

ମୁମ୍ବଇ : ସୈଫ ଅଲ୍ଲୀ ଖାନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ “ଲାଲ କପ୍ତାନ”ର ଦ୍ଵିତୀୟ ଟ୍ରେଲର ରିଲିଜ୍ ହୋଇଛି। ଏହା ପୂର୍ବରୁ ଫିଲ୍ମର ପ୍ରଥମ ଭାଗ ଟ୍ରେଲର ରିଲିଜ୍ ହୋଇ ସାରିଥିଲା। ଏହାର ନାମ ‘ଚାପ୍ଟର ୱାନ ଦ ହଣ୍ଟ’ ରଖାଯାଇଥିଲା। ଏବେ ଦ୍ଵିତୀୟ ଟ୍ରେଲରର ନାମ ‘ଚାପ୍ଟର ଟୁ ଦ ଚେଞ୍ଜ’ ରଖାଯାଇଛି। ପ୍ରଥମ ଅପେକ୍ଷା ଏହା ଦମଦାର ରହିଛି। ରିଲିଜ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଛାଇ ଯାଇଛି। ଜୋ ଆଁଖୋ […]

Continue Reading

ଚଳଚ୍ଚିତ୍ର ‘ହାଉସଫୁଲ-୪’ର ଟ୍ରେଲର ରିଲିଜ୍

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ-୪’ର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଛି। ଏଥିରେ ଅକ୍ଷୟଙ୍କ ସମେତ ଏକାଧିକ ପ୍ରସିଦ୍ଧ କଳାକାର ଅଭିନୟ କରିଛନ୍ତି। ରିତେଶ ଦେଶମୁଖ, ବବି ଦେଓଲ, ରାଣା ଦଗୁବତୀ, କୃତି ସେନନ, କୃତି ଖରବନ୍ଦା ଓ ପୂଜା ହେଗଡ଼େ ପ୍ରମୁଖ କଳାକାର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ନବାଜୁଦ୍ଦିନ ସିଦ୍ଦିକୀ ମଧ୍ୟ ଚଳଚ୍ଚିତ୍ରରେ ଏକ ବିଶେଷ ଚରିତ୍ରରେ ଅଭିନୟ କରିଛନ୍ତି। ସୂଚନା ଅନୁସାରେ ଟ୍ରେଲରରେ ସମସ୍ତଙ୍କ ଝଲକ୍ ଦେଖିବାକୁ […]

Continue Reading

ମରଜାୱାଁ ଫିଲ୍ମର ଟ୍ରେଲର ରିଲିଜ

ମୁମ୍ବଇ : କିଛି ଦିନ ପୂର୍ବରୁ ରିତେଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା, ତାରା ସୁତାରିୟାଙ୍କ ଫିଲ୍ମ ମରଜାୱାଁର ଏକ ପୋଷ୍ଟର ସାମ୍ନାକୁ ଆସିଥିଲା। ଏହାପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଫିଲ୍ମର ଟ୍ରେଲରକୁ ନେଇ ଉତ୍ସୁକତା ଦେଖାଯାଇଛି। ତେବେ ଆଜି ଏହି ମୋଷ୍ଟ ଆୱେଟେଡ୍ ଫିଲ୍ମର ଧମାକାଦାର ଟ୍ରେଲର ରିଲିଜ୍ ହୋଇଛି। ମରଜାୱାଁର ଧମାକାଦାର ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି। ଦର୍ଶକମାନେ ଏହାକୁ ଦେଖି ମଧ୍ୟ କହୁଛନ୍ତି ହାଏ ମରଜାୱାଁ। ଏହି ଟ୍ରେଲରରେ ଏକ […]

Continue Reading

ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତ ଙ୍କ ଫିଲ୍ମ ଦରବାରରେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ

ମୁମ୍ବଇ : ଆଗକୁ ରିଲିଜ୍ ହେବାକୁ ଯାଉଛି ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତ ଙ୍କ ଫିଲ୍ମ ଦରବାର୍ । ଏଥିରେ ଦେଖିବାକୁ ମିଳିବେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ । ଦେବସ୍ମିତା ବର୍ଷେ ହେବ ମୁମ୍ବାଇରେ ରହୁଛନ୍ତି । ସେ ପାରମ୍ପରିକ ଓଡ଼ିଶୀ, କଥକ, ଛଉ, ସମ୍ବଲପୁରୀ ଆଦି ସହ ଜ୍ୟାଜ୍, ସାଲ୍ସା, ବଲିଉଡ୍ ଡ୍ୟାନ୍ସରେ ପାରଙ୍ଗମ । ଓଡ଼ିଆ ଝିଅଙ୍କ ଏଭଳି ସଫଳତା ଅନ୍ୟକୁ ପ୍ରେରଣା ଦେଇଛି ।ଆସନ୍ତା ଜାନୁଆରିରେ ରିଲିଜ୍ ହେବ ତାମିଲ୍ ଫିଲ୍ମ ଦର୍ବାର୍ […]

Continue Reading
odisha infocus

ଅମିତାଭ ବଚନ ପାଇଲେ ଦାଦା ସାହେବ ଫାଲ୍କେ ପୁରସ୍କାର

ଫିଲ୍ମ ଲାଇନରେ ଜୀବନ ବ୍ୟାପୀ ସାଧନା କରୁଥିବା ମେଗା ଫିଲ୍ମ ଷ୍ଟାର ଅମିତାଭ ବଚନ ଙ୍କୁ ଚଳିତ ବର୍ଷ ପାଇଁ ମିଳିଛି ଭାରତୀୟ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲ୍କେ’ ପୁରସ୍କାର । ଏହି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ପୁରସ୍କାର ପାଇବେ ସିନେପ୍ରେମୀଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ପାଇଥିବା ଅଭିନେତା ଅମିତାଭ ବଚନ । […]

Continue Reading

ମୋଦୀଙ୍କ ବାୟୋପିକ୍ ମୁଖ୍ୟ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର

ମୁମ୍ବାଇ : ମେ’ ୨୦୧୯ରେ ରିଲିଜ୍ ହୋଇଥିଲା ମୋଦୀଙ୍କ ବାୟୋପିକ୍ ପିଏମ୍ ନରେନ୍ଦ୍ର ମୋଦୀ । ଅନେକ ବିବାଦ ପରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବିବେକ ଓବରଏ । ଏବେ ପୁଣି ଥରେ ମୋଦୀଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି । କିନ୍ତୁ ଏଥର ବିବେକ ନୁହନ୍ତି, ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣା ପଡ଼ିଛି । କେବଳ ଅକ୍ଷୟ ନୁହନ୍ତି, ଏହି […]

Continue Reading

ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର୍‌ ରିଲିଜ୍‌

ମୁମ୍ବଇ : ବଲିଉଡ଼୍‌ ଆକ୍ସନ୍‌ ହିରୋ ଅକ୍ଷୟ କୁମାର ଆଜି ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ୍‌ ଦିନରେ ସେ ତାଙ୍କର ଆଗାମୀ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର୍‌ ରିଲିଜ୍‌ କରିଛନ୍ତି । ସେ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଟିଜର୍‌ ଭିଡ଼ିଓ ପୋଷ୍ଟ କରିଛନ୍ତି । ସେ ଟିଜର୍‌ ପୋଷ୍ଟ କରି ଲେଖିଛନ୍ତି, ‘‘ନିଜ ଜନ୍ମଦିନରେ ନିଜର ପ୍ରଥମ ପରିଚୟ ’ ଡ୍ରାମା ଫିଲ୍ମ ବାବଦରେ କହିବାକୁ ବହୁତ ଉତ୍ସାହିତ ଅଛି । ଏଥିରେ […]

Continue Reading

ଭୋଟ ଦେଇପାରିଲେନି ଏହିସବୁ ବଲିଉଡ କଳାକାର, ଆସନ୍ତୁ ଜାଣିବା ସେମାନଙ୍କୁ

ମୁମ୍ବାଇ : ସାରା ଭାରତରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଥିବା ବେଳେ ସାଧାରଣ ଲୋକଙ୍କ ସହ ଅନେକ ବଲିଉଡ କଳାକାର ନିଜର ମତଦାନ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ନଜର ଆସିଥିଲା । ତେବେ ବଲିଉଡର ଅନେକ କଳାକାର ମତଦାନ କରିଥିବା ବେଳେ କିଛି ଆଗ ଧାଡ଼ିର ନାୟକ-ନାୟିକା ମତଦାନ କରି ନଥିବା ଜଣା ପଡ଼ିଛି । ଇଚ୍ଛା ଥାଇ ମଧ୍ୟ ଏହି ସେଲିବ୍ରିଟିମାନେ ମତଦାନ କରି ପାରି ନଥିବା ସାମ୍ନାକୁ […]

Continue Reading