Odisha Infocus

ଅମ୍ବାନୀ ପୁଣି ଥରେ ହୋଇଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ :  ମୁକେଶ ଅମ୍ବାନୀ ପୁଣି ଥରେ ହୋଇଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି । ଆମେରିକାର ବିଜ୍ନେସ୍ ପତ୍ରିକା ଫୋର୍ବସ୍ ପକ୍ଷରୁ ପ୍ରକାଶିତ ‘ଫୋର୍ବସ ଇଣ୍ଡିଆ ଧନୀ ତାଲିକା ୨୦୧୯’ରେ ଏହା କୁହାଯାଇଛି। ଅନ୍ୟପକ୍ଷରେ ଶିଳ୍ପପତି ଗୌତମ ଆଦାନୀ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। କୌତୂହଳର ବିଷୟ ହେଉଛି ଆଦାନୀ ଚଳିତବର୍ଷ ଏକାଥରେ ୮ଟି ପାହାଚ ଉପରକୁ ଉଠି ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଥିବା ଫୋର୍ବସ୍ ପକ୍ଷରୁ କୁହାଯାଇଛି। ଫୋର୍ବସ୍ ଭାରତୀୟ ଧନୀ […]

Continue Reading

ବନ୍ଦ ହୋଯିବ ପେଟିଏମ୍ ଏବଂ ଫୋନ ପେ ଖାତା

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି ଆପଣଙ୍କ ମୋବାଇଲ ୱାଲେଟ ଖାତା । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନିୟମ ମୁତାବକ ସାରା ଦେଶରେ କାର୍ୟରତ ଥିବା ୮୦ ପ୍ରତିଶତ ମୋବାଇଲ ୱାଲେଟକୁ ବନ୍ଦ କରି ଦିଆ ଯିବ । ସାରା ଦେଶରେ କାର୍ୟ୍ୟରତ ସମସ୍ତ ମୋବାଇଲ କମ୍ପାନୀଙ୍କୁ ଫେବୃଆର ୨୮ ତାରିଖ ସୁଧା ଗ୍ରାହକଙ୍କ କେୱାଇସି ପୂରଣ କରିବାକୁ ପଡିବ । ହୁଏତ ଏପର୍ୟ୍ୟନ୍ତ ଅଧିକାଂଶ କମ୍ପାନୀ ତାଙ୍କର କେୱାଇସି […]

Continue Reading

୫ଜି ଫୋନ ଲଞ୍ଚ କରିବ ଏଲଜି

ନୂଆଦିଲ୍ଲୀ : ଇଲୋଟ୍ରୋନିକ୍ସ ଦୁନିଆର ପୁରୁଣା କମ୍ପାନୀ ଏଲଜି ଇଲୋଟ୍ରୋନିକ୍ସ ଆସନ୍ତା ଫେବ୍ରୁଆରୀ ମାସରେ ୫ଜି ଫୋନ ଲଞ୍ଚ କରିବା ନେଇ ଘୋଷଣା କରିଛି । ଆସନ୍ତା ଫେବ୍ରୁଆରୀ ୨୪ ତାରିଖରେ ବାର୍ସେଲୋନାରେ ହେବାକୁ ଥିବା ମୋବାଇଲ ୱାର୍ଲ୍ଡ କଂଗ୍ରେସରେ ୫ଜି ଫୋନ ଲଞ୍ଚ କରିବ । ଲଞ୍ଚ ପରେ ଏଜିର ଏହି ଫୋନ ୨୫ରୁ ୨୮ ଫେବ୍ରୁଆରୀ ମଧ୍ୟରେ ମୋବାଇଲ ୱର୍ଲ୍ଡ କଂଗ୍ରେସ(ଏମଡବ୍ଲୁସି ୨୦୧୯ )ରେ ପ୍ରଦର୍ଶିତ ମଧ୍ୟ କରିବ । ମିଳିଥିବା ରିପୋର୍ଟ ଅନୁସାରେ […]

Continue Reading

ଜିଓ ଉପଭୋକ୍ତାଙ୍କ ପାଇଁ ଖୁସିଖବର

ଦିଲ୍ଲୀ : ଜିଓ ନିଜ ଗ୍ରାହକଙ୍କ ପାଇଁ ପୁଣି ଆଣିଛି ଏକ ଖୁସି ଖବର । ଜିଓ ଲଞ୍ଚ କରିଛି ଲମ୍ବା ଅବଧି ଵାଲା ତାରିଫ ପ୍ଲାନ । ଜିଓର ମନସୂନ ହଂଗାମା ଅଫର ହିସାବରେ ୬ ମାସ ଏବଂ ୩ ମାସର ଅଲଗା ଅଲଗା ପ୍ଲାନ ଲଂଚ କରିଛି । ଏହି ଅଫରରେ ୬ ମାସ ପ୍ଲାନ ପାଇଁ ଗ୍ରାହକଙ୍କୁ ୫୯୪ ଟଙ୍କା ରିଚାର୍ଜ କରିବାକୁ ପଡିବ । ୩ ମାସ ପ୍ଲାନ ପାଇଁ ୨୯୭ […]

Continue Reading

ରାତି ୮ପରେ ରାଜସ୍ଥାନରେ ମିଳିବନି ମଦ

ଜୟପୁର: ରାଜସ୍ଥାନରେ ଏଣିକି ରାତି ୮ଟା ପରେ ଆଉ ମିଳିବ ନାହିଁ ମଦ। କାରଣ, ରାତି ୮ଟା ପରେ ରାଜ୍ୟରେ ମଦ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜସ୍ଥାନ ସରକାର। ନିକଟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅଶୋକ ଗେହଲଟ୍‌ ଗତ ଶନିବାର ଦିନ ଏକ ଆଦେଶନାମା ଜାରି କରିଛନ୍ତି। ଜାରି ହୋଇଥିବା ଏହି ନୂତନ ଆଦେଶନାମାରେ ସମଗ୍ର ରାଜସ୍ଥାନରେ ରାତି ୮ଟା ପରେ ମଦ ବିକ୍ରୟ ଉପରେ ନିଷଷଧାଦେଶ ଜାରି କରାଯାଇଛି। […]

Continue Reading

ରିଲାୟନ୍ସ ଇଣ୍ଡଷ୍ଟ୍ରୀକୁ ସଫଳତା , ତିନି ମାସରେ ରେକର୍ଡ ବ୍ୟବସାୟ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ପରିଚାଳିତ ରିଲାୟନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ ତିନି ମାସରେ ରେକର୍ଡ ବ୍ୟବସାୟ କରିଛି । କୌଣସି ବି ଏକ ତ୍ରୟମାସରେ ୧୦,୦୦୦ କୋଟି ଟଙ୍କା ଲାଭ କରିବାରେ ଘରୋଇ କମ୍ପାନୀ ମଧ୍ୟରେ ରିଲାୟନ୍ସ ହେଉଛି ପ୍ରଥମ କମ୍ପାନୀ । କମ୍ପାନୀ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୟମାସକି ରିପୋର୍ଟରେ କହିଛି, ୧୦,୨୫୧ କୋଟି ଟଙ୍କା ଶୁଦ୍ଧ ଲାଭ କରିଛି । କମ୍ପାନୀ ଦ୍ୱାରା ଜାରି ହୋଇଥିବା ବୟାନ ଅନୁସାରେ ପେଟ୍ରୋରସାୟନ, ଡିଲର […]

Continue Reading

ବିବାଦରେ ଓୟୋ ର ନୂଆ ବ୍ୟବସ୍ଥା

ମୁମ୍ବାଇ : ନୂଆ ପରିବର୍ତ୍ତନ ପରେ ଓୟୋ ମାଧ୍ୟମରେ ହୋଟେଲରେ ରୁମ୍ ବୁକ୍ କରିଥିବା ଲୋକଙ୍କ ରିଅଲ ଟାଇମ୍ ଡାଟା ସରକାରଙ୍କ ପାଖକୁ ଚାଲିଯିବ । ଏହି ଡାଟା ଡିଜିଟାଲ ଆରାଇଭାଲ୍ ଓ ଡିପାରେଚର୍ ରେଜିଷ୍ଟର ମାଧ୍ୟମରେ ଚାଲିଯିବ । ସୂଚନା ମୁତାବକ, ଯେବେ କେହି ଓୟୋ ହୋଟେଲରେ ଚେକ୍ ଇନ୍ କରିବେ, ତାଙ୍କର ସୂଚନା ସରକାରଙ୍କ ପାଖକୁ ଚାଲିଯିବ। ଚେକ୍ ଆଉଟ୍ କରିବା ବେଳେ, ତେବେ ବି ଏହାର ସୂଚନା ସରକାରଙ୍କ ପାଖକୁ ଚାଲିଯିବ। ମାତ୍ର […]

Continue Reading

ଗୁଗୁଲକୁ ନୋଟିସ ଜାରି କଲା ଅମୂଲ

ନୂଆଦିଲ୍ଲୀ : ଅମୂଲ ନକଲି ବିଜ୍ଞାପନ ମାମଲାରେ ଗୁଗଲ ଇଣ୍ଡିଆକୁ ଆଇନଗତ ନୋଟିସ ପଠାଇଛି । ସେ ପୁଲିସକୁ ଅଭିଯୋଗ ମଧ୍ୟ କରିଛି । କମ୍ପାନୀର କହିବାନୁସାରେ, କିଛି ସଂସ୍ଥା ଓ ବ୍ୟକ୍ତି ଅମୂଲ ବିତରଣ କରିବା ନାଁରେ ଗୁଗଲରେ ନକଲି ବିଜ୍ଞାପନ ଦେଇ ଠକାମି କରୁଛନ୍ତି । ବୁଧବାର ଦିନ ଅମୂଲ ଏହି ସୂଚନା ଦେଇଛି । ଅମୂଲର କହିବାନୁସାରେ, ଗୁଗଲରେ ଅମୂଲ ଫ୍ରାଞ୍ଚାଇଜି, ଅମୂଲ ପାର୍ଲର ଓ ଅମୂଲ ବିତରଣର ଶବ୍ଦ ସର୍ଚ୍ଚ କଲେ […]

Continue Reading

ଆପଣ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ର ଗ୍ରାହକ କି? ଜାଣି ନିଅନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଅଛି ତେବେ ଆପଣ ନୂଆ ନିୟମ ନିଶ୍ଚୟ ଜାଣି ରଖିବା ଉଚିତ୍। କାରଣ ଏବେ ଆମେ ଏସବିଆଇର ୨ଟି ନୂଆ ନିୟମ ବିଷୟରେ କହିବୁ ଯାହା ଆପଣ ଜାଣିବା ନିହାତି ଆବଶ୍ୟକ । ଦିନକୁ ଦିନ ବ୍ୟାଙ୍କର ନିୟମାବଳୀ ଏବଂ ସର୍ତ୍ତ ପରିବର୍ତ୍ତନ ହେଉଅଛି । ଏଥି ଯୋଗୁଁ ଆମ ସମସ୍ତଙ୍କୁ ଜାଣି ରଖିବ ଉଚିତ୍ ଯେ ଆଗକୁ କ’ଣ ଘଟିବ। ତେବେ ଯଦି […]

Continue Reading

ବ୍ୟବସାୟୀମାନଙ୍କ ପାଇଁ ଖୁସି ଖବର, କମ୍ପୋଜିଶନ ସ୍କିମରେ ଲାଗିବନି ଜିଏସଟି

ନୂଆଦିଲ୍ଲୀ : ବ୍ୟବସାୟୀଙ୍କୁ କରରୁ ମୁକ୍ତି ଦେବା ପରେ ଏବେ ସରକାର ଗ୍ରାହକଙ୍କୁ ଏଥିରୁ ମୁକ୍ତି ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏହା ଦ୍ୱାରା କମ୍ପୋଜିଶନ ସ୍କିମରେ ସାମିଲ ଥିବା ଗ୍ରାହକ ନିଜ ସେବା କିମ୍ବା ଉତ୍ପାଦ ଉପରେ ଜିଏସଟି ନେବାକୁ ପ୍ରତିବନ୍ଧକ ଲଗାଯିବ । ଏଭଳି ୟୁନିଟକୁ ନିଜ ବିଲରେ ଜିଏସଟି ପଞ୍ଜୀକରଣ ସ୍ଥିତି ଦର୍ଶାଇବା ଅନିବାର୍ୟ୍ୟ କରାଯିବ । ଅର୍ଥ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ରାଜସ୍ୱ ବିଭାଗ ବହୁତ ଶୀଘ୍ର ଏନେଇ […]

Continue Reading